ନିରୀହ ବ୍ୟକ୍ତିଙ୍କ କାନ୍ଥ ଭାଙ୍ଗି ଦେଲା ସିଏମ୍‌ସି

କଟକ: ଅଦାଲତରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ପଟାପୋଲ ମୋଚିସାହିରେ ଥିବା ଏକ ନିର୍ଦ୍ଦିଷ୍ଟ ଜମି ଉପରେ ଥିବା ଘରର କାନ୍ଥକୁ ଭାଙ୍ଗି ଦିଆଯାଇଛି। ଜମିର ପ୍ରକୃତ ଦାବିଦାର ଏ ନେଇ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କୁ ଧମକ ଚମକ ଦିଆଯାଉଛି। ଏହି ଜମି ଉପରେ କୌଣସି ନିର୍ମାଣ ନ କରିବାକୁ ପୂର୍ବରୁ ଅଦାଲତ ନି‌ର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭିନ୍ନ ସମୟରେ ସିଏମସି ଏଠାରେ … Continue reading ନିରୀହ ବ୍ୟକ୍ତିଙ୍କ କାନ୍ଥ ଭାଙ୍ଗି ଦେଲା ସିଏମ୍‌ସି